ଏକ ବଉଳ ଗଛର କାହାଣୀ

ଗଛ ଗୋଟେ କାହାଣୀ ନୁହେଁ, ମଣିଷକୁ ବଞ୍ଚାଇ ରଖିବାର ଏକମାତ୍ର ସଂକଳ୍ପ । ଗୋଟେ ବଉଳ ଗଛକୁ ନେଇ ଏ ବ୍ୟକ୍ତିଗତ କାହାଣୀ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।


ଫଟୋ: ଶୀଳଭଦ୍ର ଶାସ୍ତ୍ରୀ
ଏଇ ଯେଉଁ ଘଞ୍ଚ ବଉଳ ଗଛ ଆଜି ଆମ ପାଚେରୀ କଡରେ ଠିଆ ହୋଇଛି ଏ ହେଉଛି ଏକ ମୁକ ସାକ୍ଷୀ । ପ୍ରାୟ ୧୫-୧୬ ବର୍ଷ ତଳେ ମୁଁ ଭୁବନେଶ୍ୱର କଚେରୀ ରୁ ଫେରିବା ବେଳେ ସେହି ହତାରେ ସାଇକେଲରେ ଚାରା ବିକୁ ଥିବା ଲୋକଟି ଠାରୁ ୫ଟଙ୍କା ଦେଇ ଏକ ବଉଳ ଚାରା ଆଣି ଥିଲି । ସେତେବେଳେ ଆମ ଛୋଟ ବାଡ଼ିରେ ଅନେକ ଗଛ ହେଇ

"ଏକ ବଉଳ ଗଛର କାହାଣୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ