ରାଜଧାନୀ ରିକ୍ସାର ଆତ୍ମକାହାଣୀ

ସାଇକଲ ରିକ୍ସାର ଆତ୍ମକାହାଣୀ ପଛରେ ବଦଳୁଥିବା ସଭ୍ୟତା ଓ ସାମାଜିକ ସ୍ଵରୂପକୁ ନେଇ ଏ ଲେଖାରେ ରହିଛି କଟାକ୍ଷ । ତେବେ ଏ କଟାକ୍ଷ ପଛରେ ଅଛି ବି ଗୋଟେ କରୁଣ ସାମାଜିକ ଇତିହାସ ।


ଫଟୋ: ଶୀଳଭଦ୍ର ଶାସ୍ତ୍ରୀ
ମୁଁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ତିନିଚକିଆ ସାଇକେଲ ରିକ୍ସା । ମୁଁ ନୂଆ ରାଜଧାନୀକୁ ତା ପିଲାବେଳୁ ୬୦ ଦଶକରୁ ଦେଖି ଆସୁଛି । ସେତେବେଳେ ରାଜଧାନୀର ବଡ଼ ଲୋକ କହିଲେ ରାଜମହଲ ହୋଟେଲ ରାଜୁ ସାହୁଙ୍କ ପରିବାର, କଳ୍ପନା ସିନେମାର ନନ୍ଦ ପରିବାର, ମାଷ୍ଟର କ୍ୟାଣ୍ଟିନର ସିନ୍ଧି ପରିବାର ଭଳି ହାତଗଣତି ଲୋକଙ୍କୁ ବୁଝାଉଥିଲା । ମୋର ବାବୁ ଭାୟା ମହଲରେ ଭାରି ଆଦର ଥିଲା, ଏକ ପ୍ରକାରର

"ରାଜଧାନୀ ରିକ୍ସାର ଆତ୍ମକାହାଣୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ