ମାଳତୀ ମୈତ୍ରୀଙ୍କ କବିତା "ଭୂମାଦେବୀ"

ଆଜି ବିଶ୍ଵ ମହିଳା ଦିବସ । ଆଜି "ବାଟୋଇ" ସାହିତ୍ଯ ପୃଷ୍ଠା ବିଶ୍ଵର ଲେଖିକାଙ୍କ ଉଦ୍ଦେଶ୍ୟରେ ସମର୍ପିତ । ସମକାଳର ପ୍ରଖ୍ୟାତ ଭାରତୀୟ ତାମିଲ କବି ମାଳତୀ ମୈତ୍ରୀଙ୍କ କବିତାର ଓଡିଆ ଅନୁବାଦ ।


**ମାଳତୀ ମୈତ୍ରୀଙ୍କ ଜନ୍ମ ସମୁଦ୍ରକୂଳିଆ ଧୀବର ପରିବାରରେ, ଯେଉଁଠି କର୍ମଜୀବୀ ମହିଳାଙ୍କର ସ୍ବାଧୀନତାର ସହ ଜୀବିକା ନିର୍ବାହ ଏକ ବଳିଷ୍ଠ ପରମ୍ପରା । ସେ ଜଣେ ସମାଜ କର୍ମୀ । ଆମେରିକାର ଏକଛତ୍ରବାଦ, ଆତଙ୍କବାଦ ଓ ମୌଳବାଦୀ ଚିନ୍ତାର ଆକ୍ରମଣ ବିରୁଦ୍ଧରେ ତାଙ୍କର ସ୍ୱର ବେଶ୍ ତୀବ୍ର ଏବଂ ପଣ୍ଡିଚେରୀ ଉପକୂଳ ଧୀବର ପରିବାରମାନଙ୍କର ଅଧିକାର ପାଇଁ ତାଙ୍କର ସଂଗ୍ରାମ । 'ଦିନକୁ ଦିନ ଭାଙ୍ଗିରୁଜି ଯାଉଥିବା ମାନବିକତାର କଥା

"ମାଳତୀ ମୈତ୍ରୀଙ୍କ କବିତା "ଭୂମାଦେବୀ"" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ