ସଲମାଙ୍କ ତିନୋଟି କବିତା

ଯେତେବେଳେ ସ୍ୱପ୍ନମୟତା, ଅମାୟିକ ନିରବତା ଓ ଔଚିତ୍ୟବୋଧକୁ କବିତାର ଶ୍ରେୟଃ ବୋଲି ବିବେଚନା କରାଯାଏ, ଗତ ଦଶନ୍ଧିରେ ଏସବୁକୁ ଅସ୍ଵୀକାର କରି ତାମିଲ କବି ସଲମା; ସମୟ, ସମାଜ ଓ ପରମ୍ପରା ବିରୋଧରେ ତୀବ୍ର ପ୍ରତିବାଦ ରଖନ୍ତି ଓ କବିତାରେ ନୂଆ ସମ୍ଭାବନାର ଚିତ୍ର ନିର୍ମାଣ କରନ୍ତି ।


ଫଟୋ - ଶକ୍ତି ମହାନ୍ତି
##ପଥ ଆଲମୀରା ଉପର କାନ୍ଥ ଦେହରେ ବାଦୁଡ଼ିଟେ ପିଟି ହୁଏ, ପଙ୍ଖାର ଘର୍ ଘର୍ ବ୍ଲେଡ଼୍ ସାଙ୍ଗେ କୋଠରୀ ଭିତରେ ସଂଘର୍ଷ କରେ ଓ ଖସିପଡ଼େ ତା' ବିକ୍ଷିପ୍ତ ଡେଣାରେ । ହେଲେ ପକ୍ଷୀମାନେ ତ ଯୋଜନ ଦୂରରୁ ଆକାଶର ନୀଳ ଭେଦି କୁଢ଼କୁଢ଼ ପାହାଡ଼ ଡେଇଁ ଆସନ୍ତି, କେବେ ବି ପଥହରା

"ସଲମାଙ୍କ ତିନୋଟି କବିତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ