ସୁକିର୍ଥାରାଣୀଙ୍କ କବିତା - ସ୍ରୋତ

ସୁକିର୍ଥାରାଣୀ, ସମକାଳୀନ ତାମିଲ କବିତାର ଅନ୍ଯତମ ସଫଳ ଓ ସାର୍ଥକ ସ୍ଵର । କବିତାରେ ସାଧାରଣ ମଣିଷର ଜୀବନ ଆଙ୍କିଥିବା ସୁକିର୍ଥା ନିଜକୁ ଜଣେ ଯୋଦ୍ଧା ବୋଲି କହିଥାନ୍ତି । ତାଙ୍କ କବିତାର ଓଡିଆ ଅନୁବାଦ ।


ଫଟୋ - ସୁକିର୍ଥାରାଣୀ
**ଭେଲୋର୍ ଜିଲ୍ଲାର ଲାଲ୍ ପେଟ୍ ରେ ୧୯୭୩ରେ ଏକ ଦଳିତ ପରିବାରରେ ସୁକିର୍ଥାରାଣୀଙ୍କ ଜନ୍ମ । ସମାଜରେ ଉଚ୍ଚଜାତି ବୋଲାଉଥିବା ଲୋକଙ୍କ ମୃତ ପଶୁମାନଙ୍କୁ କବର ଦେବା ଥିଲା ତାଙ୍କ ସମ୍ପ୍ରଦାୟର କୌଳିକ ବୃତ୍ତି । ଗଛ ଆଉ ପାହାଡ଼ ଚଢା, ସାଇକେଲ ଚଲା, ଜଙ୍ଗଲରେ ଘୂରିବୁଲିବା ଓ ଆଖି ନାଲି ହେବା ଯାଏଁ ପହଁରିବାରେ ବିତିଛି ତାଙ୍କ ବାଲ୍ୟ ସ୍ବାଧୀନତା । ହେଲେ ସେ ଲିଙ୍ଗ ଓ ଜାତି

"ସୁକିର୍ଥାରାଣୀଙ୍କ କବିତା - ସ୍ରୋତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ