ମେନୁରେ ଥିବା ଗୋଟେ ସକାଳ

ଯୁଦ୍ଧର ଏ ପାଗଳ ସମୟରେ କବିତା ଆମ ଲାଗି ମଣିଷ ହେବାର ଏକମାତ୍ର ମହୌଷଧି । ଆମ ସମୟର ମାରଣାସ୍ତ୍ର କବିତା ନିଜକୁ ବାରମ୍ବାର ଠିଆ କରାଇବାକୁ ବାଧ୍ୟ ।


ଫଟୋ - ୱିକି ମିଡିଆ କମନ୍ସ
କାଲି ରାତିରୁ ସରିଲାଣି ଏ ଯୁଦ୍ଧ ବାରିପଟେ ଦିଶିଲାଣି ଧାପେ ଆଲୁଅ, ସୂର୍ଯ୍ୟ ଉଠିଲେଣି, ଉଠ । ଆଖିତଳ କଳା ଦାଗ ଆମ ଦୁଃଖ, କେଇଟୋପା ଲୁହରେ ଧୋଇଯିବନି ଯେ' । ଥମି ସାରିଛି କମାଣର ଶବ୍ଦ, ପରୀମାନେ ଆଉ ଉଡିଯିବେନି ଆମ ପିଲାଙ୍କ ସ୍ୱପ୍ନରୁ, କାହାଣୀରୁ । ଦେଖ, ପିଲାଏ କେମିତି ଗୁଡି ପଛେ ଧାଇଁଲେଣି

"ମେନୁରେ ଥିବା ଗୋଟେ ସକାଳ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ