'ଏଡିୟୁ ଗୋଦାର୍': ସମୟର ଦାଗ ହେଉ ଅବା ସମ୍ପର୍କର, ମୁକୁଳିବା ମୁସ୍କିଲ୍

ଭଲ ଓଡିଆ ସିନେମା ପାଇଁ ଭୋକିଲା ଓଡିଆ ଦର୍ଶକଙ୍କ ଆଗରେ ଏବେ ଗୋଟେ ମୌଳିକ ସିନେମା ଆସିଛି । ସିନେମାର ନାଁ 'ଏଡିୟୁ ଗୋଦାର୍' । ସମୀକ୍ଷକ ଓ ଦର୍ଶକ ମହଲରେ ଗୋଟେ ନୂଆ ଆଶା ସଂଚାର କରିଥିବା ଏ ସିନେମାର ସମୀକ୍ଷା ପ୍ରସ୍ତୁତ କରିଛନ୍ତି କବି ଓ କଥାକାର ଶକ୍ତି ମହାନ୍ତି ।


ଫଟୋ - ଅଫିସିଆଲ ପୋଷ୍ଟର
ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ସେପ୍ଟେମ୍ବର ଦୁଇ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି 'ଏଡିୟୁ ଗୋଦାର୍' । ପୂର୍ବରୁ ଏହି ଚଳଚ୍ଚିତ୍ର ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତିକ ଉତ୍ସବରେ ଭାଗ ନେଇ ଅନେକ ପୁରସ୍କାର, ସମ୍ମାନ ଓ ଆଦୃତ୍ତି ପାଇସାରିଛି । ଅନେକ ଦିନ ପରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣର ସମାନ୍ତର ତଥା ଲୋକପ୍ରିୟ ସିନେମା ହିସାବରେ ଏହା ଓଡ଼ିଆ ଚଳଚ୍ଚିତ୍ରକୁ ସାମୟିକ ସ୍ଥାଣୁତାରୁ ମୁକ୍ତି ଦେଇ ପାରିଛି ।

"'ଏଡିୟୁ ଗୋଦାର୍': ସମୟର ଦାଗ ହେଉ ଅବା ସମ୍ପର୍କର, ମୁକୁଳିବା ମୁସ୍କିଲ୍" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ