ଅଭିନୟ

ଓଡିଆ କବିତା ତା'ର ହଜିଯାଇଥିବା ଗୀତ ଓ ଛନ୍ଦକୁ ପୁଣି ଥରେ ଫେରି ପାଇଛି କି ? ଏବେ କବିତାକୁ ଫେରୁଛି, ଗୀତ ଓ ତାର ରହସ୍ୟମୟ ବିନ୍ୟାସ । ଏ କବିତା ଗୀତ ଓ କବିତା ମଝିରେ ଏକ ଆଲୋକିତ ବଳୟ ।


ଫଟୋ: ୱିକି କମନ୍ସ
ଆଷାଢ଼ ମେଘର ଯେତେକ ଅନ୍ଧାର ଢାଳି ଦେଇ ଯାଆ, ଢାଳି ଦେଇ ଯାଆ, ଆଲୁଅରେ ଏଇ ଅଭିନୟ ମୋର ଦେଖି ଦେଇ ଯାଆ, ଦେଖି ଦେଇ ଯାଆ ... ହସରେ ମିଶିଛି କେତେ ଲୁହ ମୋର ସପନେ ହଜିଛି କେତେ ନିଦ ମୋର ରକତେ ଟାଣିଛି କେତେ ଗାର ମୋର ନିରବେ କହିଛି କେତେ କଥା ମୋର, ସେସବୁ

"ଅଭିନୟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ