କବିତା

କବିତା ଏମିତି ଜନ୍ମନିଏ ଗୋଟେ ଜଳୁ ନଥିବା ଚୁଲିର ପାଉଁଶରୁ ।


ଚୁଲି ଉପରେ ପଡ଼ିଲାଣି କଅଁଳ ଖରା ସକାଳୁ ସକାଳୁ ଖଣ୍ଡେ ଭସା ବାଦଲ ବର୍ଷିଯାଇଛି କିଛି ମୁହୂର୍ତ୍ତ ଚାଳିଆରୁ ଖସିପଡୁଛି ବିନ୍ଦୁ ବିନ୍ଦୁ ପାଣି ଟପ୍ ଟପ୍ ବେଶ୍ ଅନ୍ୟମନସ୍କ ହେବାର ଦୃଶ୍ୟ !! ଆନମନା ହେବାକୁ ବେଳ ନଥିଲା ଶୀଲୁର ବର୍ଷା ଛିଟାରେ ଓଦା ଚୁଲି ନିଆଁ ଧରେଇବା କଷ୍ଟ ! ହୁତ୍ ହୁତ୍

"କବିତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ