ମିଛ

ଜୀବନ ଯମୁନାରେ ମିଛ ବିନା ସତର ଅସ୍ତିତ୍ବ କାହିଁ... ମିଛ ବିନା ଅନେକ ସମୟରେ ସତଟା ସ୍ବାଦହୀନ ।


ଭୁଲିଯାଆନ୍ତିକି ସତ ବୋଲି କିଛି ଥାଏ ଥାଏ ମୁହଁ ବୋଲି କିଛି ଭୁଲିଯାଆନ୍ତିକି ଅସଲ ବୋଲି କିଛି ଥାଏ ଥାଏ ସକାଳ ବୋଲି କିଛି ଭୁଲିଯାଆନ୍ତିକି ପ୍ରତିଶ୍ରୁତି ବୋଲି କିଛି ଥାଏ ଥାଏ ମେଘ ବୋଲି କିଛି ଅଛି ବୋଲି କୌଣସି ଆକାଶ ଖାଲି ମିଛ ମୁଖା ନକଲ ରାତି ପ୍ରତରଣା ଆଉ ଧୂଆଁ । ଦେଖ

"ମିଛ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ