କଲମ

କଲମ କଣ କରିପାରେ ? କଲମ ଧରିଥିବା ହାତ କଣ ସତରେ ଜାଣେ, ଜଗତ ଲାଗି କଣ କରିପାରେ କଲମ ? କଲମ ଓ କଲମଧାରୀଙ୍କ ଭିତରେ ଇଏ ଏକ ଭିନ୍ନ ସ୍ବାଦର କଥୋପକୋଥନ ।


କଲମ କ’ଣ ଜଗେ ଗୋଟେ ପାହାଡ଼ ? ଯା’ର ଗୁମ୍ଫାରେ ଖୋଦା ଗୋଟେ କିମ୍ବଦନ୍ତୀ ଯାହାକୁ ଲିଭେଇବାକୁ ଚାଲୁଥାଏ ଅନେକ କାରସାଦି ଦିନ ହେଉକି ରାତି ଜଗେ ଗୋଟେ ଡଂଗର ଯାହା ଥାକଥାକ ଧରିଥାଏ ମାଣ୍ଡିଆ, ବାଜରା କୁଦୋ କୁଟ୍‌କୀ ଯାହାକୁ ଭୋକର ମୁହଁରୁ କାଢିଆଣେ ଗୋଟିଏ

"କଲମ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ