ବିହନ ଖୋଜା

ଇଏ କବିତା ନୁହେଁ, ଧାନକୁ ନେଇ ଆମ ସମାଜ, ସଭ୍ୟତା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ । ମରିହଜି ଯାଉଥିବା ବିହନକୁ ନେଇ ଏ କବିତାରେ ଗୋଟେ ଚିତ୍କାର ଅଛି, ଯାହାକି ଆମ ସମୟର କାନ୍ଦଣାଗୀତ । ଏହାକୁ କବିତା ଭାବରେ ନୁହେଁ, ବରଂ ସଭ୍ୟତାର ଇତିହାସ ଭାବରେ ପଢାଯାଉ ।


ମୁଁ ଲାଗିଛି ହଜିଯାଉଥିବା ବିହନ ସଂଗ୍ରହରେ ଖେଦିଯାଉଛି ଉପକୂଳରୁ ଉପାନ୍ତ ମାଳରୁ ସମତଳ ଦେଇ ପାର୍ବାତ୍ୟାଞ୍ଚଳ ସୁନ୍ଦରବନକୁ ଯାଇ ଆଣିଛି ‘କେରଳ ସୁନ୍ଦରୀ’ ଫୁଲିଆକୁ ଯାଇ ପାଇଛି ‘ନଡ଼ିଆ କୋରା’ ବିନା ଚୁଲି ବିନା ଜାଳରେ ସୁଦୁ ପାଣିରେ ବତୁରି ଭାତ ହେଉଥିବା ‘କୋମଳ’ ଆଣିଛି ଆସାମରୁ କୋରାପୁଟରୁ ‘ତୁଳସୀବାସ’ ‘ସୁନାହରିଣ’

"ବିହନ ଖୋଜା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ