ଗୃହିଣୀ

ନିଜକୁ ଗୃହିଣୀ କହିବାରେ ସଙ୍କୋଚ କାହିଁକି? ଗୃହିଣୀ ହେବା ଗର୍ବର କଥା।


ରାନ୍ଧିବା, ଘରସଫା ସୁତୁରା, ଲୁଗାସଫା,ରାସନ କିଣାକିଣି ଠାରୁ ଘରର ଗୃହ ପାଳିତ ପଶୁଙ୍କ ଦାୟିତ୍ବ ସବୁ କାମରେ ଧୁରନ୍
ଗୃହିଣୀ ଜଣେ ବିବାହିତ ମହିଳା ଯିଏ ବିବାହ ବନ୍ଧନରେ ବାନ୍ଧି ହେବା ପରଠାରୁ ସଂକଳ୍ପ ବଦ୍ଧ ହୋଇଯାଏ ଗୋଟିଏ ପରିବାର ନିମନ୍ତେ। ନିଜକୁ ପ୍ରତିଦିନ ପ୍ରତିକ୍ଷଣ ସମର୍ପିତ କରିଦିଏ ପରିବାରକୁ ଗଢି ତୋଳିବା ପାଇଁ। ଶାଶୁ ଶ୍ୱଶୁରଙ୍କ ସେବା, ପିଲାଙ୍କ ଯତ୍ନ, ସ୍ୱାମୀର ସହଧର୍ମିଣୀ, ବନ୍ଧୁବାନ୍ଧବଙ୍କ ପାଇଁ ଆତିଥ୍ୟ ମନୋଭାବରେ ବନ୍ଧା ଗୃହିଣୀ। ରାନ୍ଧିବା, ଘରସଫା ସୁତୁରା, ଲୁଗାସଫା, ରାସନ କିଣାକିଣି ଠାରୁ ଘରର ଗୃହ ପାଳିତ ପଶୁଙ୍କ ଦାୟିତ୍ବ

To continue reading "ଗୃହିଣୀ", login now.

This page has been protected for subscriber only.

Report an Error