ହ୍ରାସ ପାଉଛି କନ୍ୟାସନ୍ତାନ ସଂଖ୍ୟା

ଝିଅ ଜନମ ପରଘରକୁ, ଯୌତୁକ ଚିନ୍ତା, ପରିବାରରେ ଆର୍ଥିକ ସ୍ଥିତି ଦୁର୍ବଳର କାରଣ ହେଉଛି ଝିଅ ଇତ୍ୟାଦି ମାନସିକତାର ବନ୍ଧନରେ ଏବେ ମଧ୍ୟ ବାନ୍ଧି ହୋଇଛି ସମାଜ।


ପୁଅ-ଝିଅ ସମାନ ର ନାରା ପୁଣି ସ୍ଲୋଗାନରେ ରହିଯାଇଥିବା ଦେଖାଯାଉଛି। କନ୍ୟା ଘରର ଲକ୍ଷ୍ମୀ ବୋଲି କୁହାଯାଉଛି କିନ୍ତୁ ପୁଅ ପ୍ରତି ଅଜସ୍ର ଦୁର୍ବଳତା ଆଗରେ ହାର୍ ମାନୁଛି କନ୍ୟା ପ୍ରେମ। ଝିଅ ଜନମ ପରଘରକୁ, ଯୌତୁକ ଚିନ୍ତା, ପରିବାରରେ ଆର୍ଥିକ ସ୍ଥିତି ଦୁର୍ବଳର କାରଣ ହେଉଛି ଝିଅ ଇତ୍ୟାଦି ମାନସିକତାର ବନ୍ଧନରେ ଏବେ ମଧ୍ୟ ବାନ୍ଧି ହୋଇଛି ସମାଜ। ବିଗତ ଦିନର ଖବରକାଗଜ ତଥ୍ୟ ଅନୁଯାୟୀ

To continue reading "ହ୍ରାସ ପାଉଛି କନ୍ୟାସନ୍ତାନ ସଂଖ୍ୟା", login now.

This page has been protected for subscriber only.

Report an Error