
ଗର୍ଭାବସ୍ଥା, ନବଜାତ ଶିଶୁ, କିଶୋର, ଯୌବନ ଶେଷରେ ବୃଦ୍ଧାବସ୍ଥା, ମନୁଷ୍ୟ ଶରୀରର ଗୋଟିଏ ଗୋଟିଏ ପରିବର୍ତ୍ତିତ ଅବସ୍ଥା। ପ୍ରତ୍ୟେକ ଅବସ୍ଥାରେ ମନୁଷ୍ୟର ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଥାଏ। ସମସ୍ତ ଅବସ୍ଥା ଦେଇ ଜୀବନ ପଥ ଅତିକ୍ରମ କରିବା ବେଳେ ମଣିଷ ସଚେତନ ହୋଇପଡେ ନିର୍ଦ୍ଧାରିତ ସମୟ ଆଗରୁ। କିନ୍ତୁ ଯେତେ ସଜାଗ ଓ ଯତ୍ନଶୀଳ ହେଲେ ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥା ମାନସିକ ଓ ଶାରୀରିକ କ୍ଷମତାକୁ ହ୍ରାସ କରିଦିଏ
To continue reading "ବାର୍ଦ୍ଧକ୍ୟ", login now.
This page has been protected for subscriber only.