ଗଧ ପଥ

'ଗଧ ପଥ' ରେ ଅବୈଧ ପ୍ରବେଶ କରି ନିଜର ପରିଚୟ, ଅସ୍ତିତ୍ଵ ହରାଇ ଡରି ଡରି ବଞ୍ଚିବା ଅପେକ୍ଷା ନିଜ ଦେଶରେ ସ୍ୱତନ୍ତ୍ର ନାଗରିକ ହୋଇ ସ୍ଵାଭିମାନର ସହ ଶାନ୍ତିରେ ଜୀବନଯାପନ କରିବା ଶ୍ରେୟସ୍କର।


'ଗଧ ପଥ' ହେଉଛି ଏକ କଷ୍ଟକର, ଅଣଯୋଜନା ଯାତ୍ରା, ଯାହା ଏକ ପଞ୍ଜାବୀ ମୁଖବନ୍ଧ ଅନୁସାରେ ନାମିତ। ଏଥିରେ ଏଜେଣ୍ଟ ମାନେ ଆଇନଗତ ପ୍ରବେଶର ମିଥ୍ୟା ପ୍ରତିଶୃତି ଦେଇ ପ୍ରବାସୀ ମାନଙ୍କୁ ଚାକିରୀ ଏବଂ ଉତ୍ତମ ଜୀବନଯାପନ ପାଇଁ ଆମେରିକା କିମ୍ବା ୟୁରୋପୀୟ ଦେଶ ଗୁଡିକରେ ପହଞ୍ଚିବାର ବିପଦପୂର୍ଣ୍ଣ ଯାତ୍ରାରେ ପଠାଇ ଦିଅନ୍ତି। ଏଥିପାଇଁ ଏଜେଣ୍ଟ ମାନେ ପ୍ରବାସୀ ମାନଙ୍କୁ ବିଭ୍ରାନ୍ତ କରିବା ସହ ମୋଟା ଅଙ୍କର ଅର୍ଥ

To continue reading "ଗଧ ପଥ", login now.

This page has been protected for subscriber only.

Report an Error