
ସେଦିନର ସେଇ ନିରୋଳା ମୁହୂର୍ତ୍ତ
ଏବେ ବି ପଡୁଛି ମନେ !
ତୁମରି ଛବିକୁ ସଜେଇଥିଲି ମୋ'
ନୟନ-ନିଭୃତ-କୋଣେ !!
ଦୀର୍ଘ ସମୟର ବ୍ୟବଧାନ ପରେ
ଅପ୍ରତ୍ୟାଶିତ ସାକ୍ଷାତ !
ଆଙ୍କିଦେଇଥିଲା ମଗ୍ନ ଲଗ୍ନଟିଏ
ହସିଦେଇ ସ୍ମିତ ସ୍ମିତ !!
ସ୍ମିତ ହସ୍ୟରେଖା ଟାଣି ଦେଇଗଲ
ତୁମ ଅତୃପ୍ତ ଅଧରେ !
ଅନୁଭବିଲି
"ଥାଏ ସେ ପ୍ରୀତିରେ ବନ୍ଧା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |