 
								
								ତୁମ ପ୍ରତୀକ୍ଷାରେ ସନ୍ଧ୍ୟା ସଂକୁଚିତ,  
ସକାଳ ଅପେକ୍ଷାରତ !  
ପ୍ରତୀକ୍ଷିତ ସନ୍ଧ୍ୟା ତୁମ ହସ ପାଇଁ  
ସଦା ହୁଏ ବ୍ୟାକୁଳିତ !!  
ସନ୍ଧ୍ୟାରାଗ ଢାଳେ ସ୍ତିମିତ ଆଲୋକ  
ତୁମ ମୁଖମଣ୍ଡଳରେ !  
ସେ ମୁଖମଣ୍ଡଳ ଖିଲିଖିଲି ହସେ  
ସକାଳ ଅରୁଣିମାରେ !!  
ତୁମରି ସ୍ମୃତିରେ ଶୁଭଶଙ୍ଖ ଶୁଭେ  
ମୋ' ମନ୍ଦିର ପ୍ରାଙ୍ଗଣରେ !  
ତୁମେ ହିଁ 							
							"ସଂକୋଚିତ ପ୍ରତୀକ୍ଷା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |
 
				