ବିରହ ପ୍ରତୀକ୍ଷା

ମୂର୍ଚ୍ଛନାରେ ଥିଲା ତୁମରି ପ୍ରାଣର / ପ୍ରୀତି-ସଂଗୀତର ସଂଭ୍ରମ-ସ୍ମୃତି ! / ସେ ସ୍ମୃତି-ଫର୍ଦ୍ଦରେ ଆଙ୍କି ହୋଇଗଲା / କୋଟି କୋଣାର୍କର ଅମ୍ଲାନ କୀର୍ତ୍ତି


ମୋ' ସପନେ କାଲି ଆସିଥିଲ ତୁମେ, ମିଛ ନୁହେଁ ଅବା ନୁହେଁ କଳ୍ପନା ! ସପନେ ସପନେ ଛନ୍ଦିଦେଇଗଲ, ପ୍ରୀତି-ପାଖୁଡ଼ାରେ ମଧୁ-ମୂର୍ଚ୍ଛନା !! ମୂର୍ଚ୍ଛନାରେ ଥିଲା ତୁମରି ପ୍ରାଣର ପ୍ରୀତି-ସଂଗୀତର ସଂଭ୍ରମ-ସ୍ମୃତି ! ସେ ସ୍ମୃତି-ଫର୍ଦ୍ଦରେ ଆଙ୍କି ହୋଇଗଲା କୋଟି କୋଣାର୍କର ଅମ୍ଲାନ କୀର୍ତ୍ତି !! ସପନରେ ଆସି ତୁମେ ଚାଲିଗଲ, ତୁମେ

"ବିରହ ପ୍ରତୀକ୍ଷା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ