 
								
								ମୋ' ସପନେ କାଲି ଆସିଥିଲ ତୁମେ,  
ମିଛ ନୁହେଁ ଅବା ନୁହେଁ କଳ୍ପନା !  
ସପନେ ସପନେ ଛନ୍ଦିଦେଇଗଲ,  
ପ୍ରୀତି-ପାଖୁଡ଼ାରେ ମଧୁ-ମୂର୍ଚ୍ଛନା  !!  
ମୂର୍ଚ୍ଛନାରେ ଥିଲା ତୁମରି ପ୍ରାଣର   
ପ୍ରୀତି-ସଂଗୀତର ସଂଭ୍ରମ-ସ୍ମୃତି !  
ସେ ସ୍ମୃତି-ଫର୍ଦ୍ଦରେ ଆଙ୍କି ହୋଇଗଲା   
କୋଟି କୋଣାର୍କର ଅମ୍ଲାନ କୀର୍ତ୍ତି !!  
ସପନରେ ଆସି ତୁମେ ଚାଲିଗଲ,  
ତୁମେ 							
							"ବିରହ ପ୍ରତୀକ୍ଷା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |
 
				