 
								
								ଫଗୁଣ ଋତୁର ଫୁଲେଇ ନାୟିକା   
ମଦିରାକ୍ଷୀ, ମଧୁମତୀ   
ବିରହ ବନ୍ୟାର ବିଦଗ୍ଧ ବୈଦେହୀ   
ତଥାପି ସୌଭାଗ୍ୟବତୀ  ll   
ଶ୍ରାବଣରେ ତୁମେ ଶ୍ରାବଣୀ ରୂପରେ   
ରୂପସୀ ମେଘମଲ୍ହାର   
ମୟୂରୀ ମନରେ ଭରି ଦେଇଯାଅ   
ବିପୁଳ ବାର୍ତ୍ତାଭଣ୍ଡାର  ll   
ନିସ୍ତବ୍ଧ ନିଶିର ଅଭ୍ର ଆଲୋକରେ   							
							"ଅଭୁଲା ସ୍ତମ୍ଭ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |
 
				