ବିକ୍ଷିପ୍ତ ବର୍ଣ୍ଣ

ତୁମ ନୀରବତା ଦିଏ ମନେ ବ୍ୟଥା ତଥାପି ମୁଁ ମହାଭୀଷ୍ମ !


ଅଭିମାନ ତୁମ ମୋ' ବର୍ଣ୍ଣବୋଧର ସ୍ୱର୍ଣ୍ଣାକ୍ଷରୀ ସ୍ୱରବର୍ଣ୍ଣ ! ମୁଁ ତ ମତ୍ସ୍ୟଜୀବୀ ତୁମ ସାଗରର ବିକ୍ଷିପ୍ତ ବ୍ୟଞ୍ଜନବର୍ଣ୍ଣ !! ତୁମ ଅଭାବରେ ମୋ' ଭାଵ ତରଙ୍ଗ ଆତ୍ମାହୀନ ଅନ୍ତାକ୍ଷରୀ ! ସ୍ୱର ଯୋଡୁ ଯୋଡୁ ସ୍ୱର ହଜିଯାଏ ଉଦ୍ଭଟ ହୁଏ ଲହରୀ !! ସପନମାନେ ବି ଏତେ ସ୍ୱାର୍ଥପର ଚହଲାଇ ସୂକ୍ଷ୍ମ ମନ !

"ବିକ୍ଷିପ୍ତ ବର୍ଣ୍ଣ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ