କାହାକୁ ବି ନିଜର କରିପାରୁନଥିବା ସହରର କାହାଣୀ - ମଶାଣି ସହର ଦିଲ୍ଲୀ

ପ୍ରଜାତିକ ଆଖ୍ୟାନ ନିର୍ମାଣକ୍ରମରେ ନିକଟରେ ପ୍ରକାଶ ପାଇଥିବା ବାସୁଦେବ ସୁନାନୀଙ୍କ ମଶାଣି ସହର ଦିଲ୍ଲୀ ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥାପନ ।


ମଶାଣି ସହର ଦିଲ୍ଲୀ, ବାସୁଦେବ ସୁନାନୀ
ପ୍ରକାଶକ: ବିଶ୍ୱମୁକ୍ତି ପବ୍ଲିକେଶନ, ଭୁବନେଶ୍ୱର
ଓଡିଆ ସାହିତ୍ୟରେ ସର୍ଜନଶୀଳ ‘ପ୍ରଜାତିକ ଆଖ୍ୟାନ (ethnographic narrative)’ ନୂଆ ନୁହେଁ । ଏ କ୍ଷେତ୍ରରେ ଭୀମାଭୂୟାଁଠୁ ଗୋପୀନାଥ ମହାନ୍ତିଙ୍କ *ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ହରିଜନ; ପ୍ରତିଭା ରାୟଙ୍କ ଆଦିଭୂମି, ଭଗବାଁର ଦେଶ* ଆଦି ଉଲ୍ଲେଖନୀୟ । ତେବେ, ଏହା ଓଡ଼ିଆ ପ୍ରଜାତିକ ଉପନ୍ୟାସ ଗୁଡ଼ିକର ସ୍ୱୟଂ ସମ୍ପୂର୍ଣ୍ଣ ତାଲିକା ନୁହେଁ । ପ୍ରଜାତିକ କଥା ବାଚନା ସର୍ଜନଶୀଳ ଲେଖକଟିଏର କାହାଣୀ ଓ ତଥ୍ୟର ଏକ ମିଶ୍ରିତ କଳାତ୍ମକ

"କାହାକୁ ବି ନିଜର କରିପାରୁନଥିବା ସହରର କାହାଣୀ - ମଶାଣି ସହର ଦିଲ୍ଲୀ " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ