ବିକାଶଶୀଳ ଦେଶରେ ବହୁଜନର ଭାତ ଖୋଜିବାର କାହାଣୀ - ଭାତ ଖୋଜୁଖୋଜୁ

"ଭାତ ଖୋଜୁଖୋଜୁ" କବିତା ସଂକଳନ କବିଙ୍କ ପୂର୍ବ ପ୍ରକାଶିତ ଅନ୍ୟାନ୍ୟ କବିତା ସଂକଳନ ଭଳି ବହୁଜନ ଜୀବନର କେବଳ ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ପରିପ୍ରକାଶ ମାତ୍ର ନୁହେଁ, ଏହାର ପ୍ରେକ୍ଷାପଟ୍ଟରେ ବି ଅଛି ଏକ ରାଜନୀତିକ ଅବବୋଧ । ସେହି ରାଜନୀତିକ ଅବବୋଧର ପଠନ ଓ ଚର୍ଚ୍ଚା ଆବଶ୍ୟକ ।


ଭାତ ଖୋଜୁ ଖୋଜୁ, ବାସୁଦେବ ସୁନାନୀ, ପ୍ରକାଶକ: ବ୍ଲାକ୍ ଈଗଲ ବୁକ୍ସ, ଭୁବନେଶ୍ୱର, ୨୦୨୧, ମୂଲ୍ୟ: ୧୬୦ ଟଙ୍କା
ଭାତ ଖୋଜୁଖୋଜୁ (୨୦୨୧) ବାସୁଦେବ ସୁନାନୀଙ୍କ ନବମ କବିତା ସଂକଳନ । ୟା’ ପୂର୍ବରୁ ତାଙ୍କର ଅନେକ କିଛି ଘଟିବାର ଅଛି (୧୯୯୫), ମହୁଲବଣ (୧୯୯୯), ଅସ୍ପୃଶ୍ୟ (୨୦୦୧), କରଡି ହାଟ (୨୦୦୫), ଛି (୨୦୦୮), କାଳିଆ ଉବାଚ (୨୦୧୧), ବୋଧହୁଏ ଭଲପାଇବା ମୋତେ ଜଣାନାହିଁ (୨୦୧୨) ଓ ମୁଁ ଅଛି ବୋଲି (୨୦୧୭) ଆଦି କବିତା ସଂକଳନ ପ୍ରକାଶିତ । ଏହି କବିତା ସଂକଳନରେ ଅଛି ୫୭ଟି କବିତା

"ବିକାଶଶୀଳ ଦେଶରେ ବହୁଜନର ଭାତ ଖୋଜିବାର କାହାଣୀ - ଭାତ ଖୋଜୁଖୋଜୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ