
ଭାତ ଖୋଜୁଖୋଜୁ (୨୦୨୧) ବାସୁଦେବ ସୁନାନୀଙ୍କ ନବମ କବିତା ସଂକଳନ । ୟା’ ପୂର୍ବରୁ ତାଙ୍କର ଅନେକ କିଛି ଘଟିବାର ଅଛି (୧୯୯୫), ମହୁଲବଣ (୧୯୯୯), ଅସ୍ପୃଶ୍ୟ (୨୦୦୧), କରଡି ହାଟ (୨୦୦୫), ଛି (୨୦୦୮), କାଳିଆ ଉବାଚ (୨୦୧୧), ବୋଧହୁଏ ଭଲପାଇବା ମୋତେ ଜଣାନାହିଁ (୨୦୧୨) ଓ ମୁଁ ଅଛି ବୋଲି (୨୦୧୭) ଆଦି କବିତା ସଂକଳନ ପ୍ରକାଶିତ । ଏହି କବିତା ସଂକଳନରେ ଅଛି ୫୭ଟି କବିତା
"ବିକାଶଶୀଳ ଦେଶରେ ବହୁଜନର ଭାତ ଖୋଜିବାର କାହାଣୀ - ଭାତ ଖୋଜୁଖୋଜୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |