ପ୍ରେମରେ ସହର ଓ ସହରରେ ପ୍ରେମ - ୯

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


ସନ୍ଧ୍ୟା ହେଇନି ଏ ଯାଏଁ । ହବ କିଛି ସମୟରେ । ମୁଁ ବସିଚି ଶିଖରଚଣ୍ଡୀର ଦୁଇଟି ମୁଣ୍ଡିଆ ମଝିରେ ଥିବା ପଥର ମେଞ୍ଚା ଭିତରୁ ସବୁଠୁ ବଡ଼ ଢିମାଟା ଉପରେ । ପିନ୍ଧିଚି ପାକିଟିବାଲା ଧଳା ପାଇଜାମା ଆଉ ଗାଢ଼ ନୀଳ ରଙ୍ଗର ଗୋଲ ବେକବାଲା ଟି-ସାର୍ଟ । ସଞ୍ଜିତ ବସିଚି ମୋର ବାଆଁକୁ । ସେ ଗୋଟେ ନୀଳରଙ୍ଗର ଜିନ୍ସ ପ୍ୟାଣ୍ଟ ଆଉ ଧଳା ରଙ୍ଗର ପୋଲୋ

"ପ୍ରେମରେ ସହର ଓ ସହରରେ ପ୍ରେମ - ୯" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ