
କେଶରୀ ପାଖ ଚାହା ଦୋକାନ । ଓଡ଼ିଆ ମାଲିକର ନୁହେଁ । ତେଲୁଗୁ ଷ୍ଟଲଟା । ବୈଶାଖ ମାସ । ମୁଣ୍ଡଫଟା ଖରା ।
ମୋର ଚାହା ଦରକାର ନଥିଲା । ଡେରିରେ ଲଞ୍ଚ୍ କରି ବାହାରିଚି ଘରୁ । ଖାଇଲି, ଉଠିଲି ।
ତରବରରେ ଘରେ ପିନ୍ଧିଥିବା ଇଟା ରଙ୍ଗର ହାରେମ୍ ପ୍ୟାଣ୍ଟ୍ଟା ପିନ୍ଧି ଆସିଚି । ଉପରେ ପୂରା ହାତବାଲା ହେନ୍ଲି
"ପ୍ରେମରେ ସହର ଓ ସହରରେ ପ୍ରେମ - ୨୦" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |