
କେଦାରଗୌରୀ ଆଡ଼କୁ ଗଲାବେଳେ ମନ୍ଦିର ଆଗରୁ ଡାହାଣ ପଟେ ଗୋଟେ ଜଳଖିଆ ଦୋକାନ । ପର୍ଶୁରାମେଶ୍ୱର ଆଗରୁ, ନା ପରେ ପରେ ?
ତୁମେ ଆଉ ମୁଁ ସେଠି ଠିଆ ହେଇଚେ । ମୁଁ ଯାଇଚି ସେଠିକି ଅନେକ ଦିନ ପରେ । ନା । ଅନେକ ମାସ ପରେ । ଭାଙ୍ଗ ଛାଡ଼ିବା ପରେ ଓଲ୍ଡ଼୍ ଟାଉନକୁ ଯିବା ମୋ’ର କମି ଯାଇଛି ।
“ମାଲପୁଆ ଡାଲମା ଅଛି ?”
"ପ୍ରେମରେ ସହର ଓ ସହରରେ ପ୍ରେମ - ୧୯" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |