
ତମର ମୋ’ର ପ୍ରଥମ ଥର ପାଇଁ ପ୍ରିୟା ଆସିଚେ । ବାପା ଚାଲିଯିବାର କିଛି ମାସ ହେଇଚି । ମୁଁ ଧିରେଧିରେ ନିଜ ଜୀବନର ଖଣ୍ଡଗୁଡ଼ିକ ଉଠେଇ କିଛି ଫିଙ୍ଗୁଚି, କିଛି ଯୋଡ଼ିବାକୁ ଚେଷ୍ଟା କରୁଚି ।
ଏକୁଟିଆ ବିନା କାମରେ ବୁଲି ବାହାରିବା ଏଇଟା ଆମର ପ୍ରଥମ । ତୁମେ କୁନ୍ଥୁକୁନ୍ଥୁ ହେଉଥିଲ ବାହାରିବାକୁ ।
“ଆସି ଭଲ ଲାଗୁଚି କି ନାଇଁ
"ପ୍ରେମରେ ସହର ଓ ସହରରେ ପ୍ରେମ – ୧୮" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |