
ବିନ୍ଦୁସାଗର ମଝିରେ ଥିବା ମନ୍ଦିର ଚାରିପଟେ ଗୋଲାପି ରଙ୍ଗର ଆଲୁଅର ବେହରଣ ।
ଗୋଲାପି ତୁମର ପ୍ରିୟ ।
ହେଲେ ମୁଁ ସେଇ ଆଲୁଅକୁ ଚାହୁଁନି ।
ମୋ’ ନଜର ସିଧା ଲିଙ୍ଗରାଜ ଆଡ଼କୁ ।
ନହେଲେ ଏପଟ କୂଳରେ ଟୁପୁରୁଟୁପୁରୁ ହେଉଥିବା ଚଢେଇଗୁଡ଼ାକ ଉପରେ ।
ଆଜି ଆମେ ବସିଥିବା ଉତ୍ତରେଶ୍ୱର ଘାଟରେ ଗହଳି ସେତେ ବେଶି ନାହିଁ ।
"ପ୍ରେମରେ ସହର ଓ ସହରରେ ପ୍ରେମ - ୧୭" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |