
ପହିଲି କାର୍ତ୍ତିକ ମାସର ଉଷୁମ ସକାଳର ତୁଳାଭିଣା ସଫେଦ ବାଦଲ ଅଛି । ମେଘ ଚାରିପଟେ ଲୁସିର ଚିତ୍ରରୁ ଧାର ଅଣା ରଙ୍ଗରେ ତିଆରି ଆକାଶ ଅଛି । ଗଗନରେ ମୋର ପାଣିଚିଆ ପ୍ରେମ ପରି ଖରାର ଧାସ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
ଖରାବେଳେ ବୁଦ୍ଧ ଜୟନ୍ତୀ ପାର୍କ ଆଗର ସେଇ କାଫେର ନିର୍ଜନତା ଅଛି । ପାର୍କ ଭିତରେ
"ପ୍ରେମରେ ସହର ଓ ସହରରେ ପ୍ରେମ - ୧୬" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |