
ମୋ’ର ପହଞ୍ଚିବା ପାଇଁ ଠିକ୍ ପନ୍ଦର ମିନିଟ୍ ଡେରି ହେଇଥିଲା । କେମିତି ମନେଅଛି ? କହୁଚି ରୁହ । ମୁଁ ମହାବୋଧି ସୋସାଇଟି ଆଗରେ ମୋ’ ଲୁନା ଥୋଇ ଡଗଡଗ ହେଇ ଚାଲି କ୍ୟାମ୍ପସ ଭିତରେ ପହଞ୍ଚିଲାବେଳକୁ ସେ ଆଗରୁ ଠିକ୍ କରିଥିବା ଅନୁସାରେ ବୋଧି ଗଛ ମୂଳେ ବସିଥାଏ ।
ତା’ ମୁହଁଟା ଟିକେ ଅଜବ ଦିଶୁଥାଏ । ଠାକରା ଗାଲ ରାଗରେ ଜାଣିଶୁଣି ଫୁଲେଇ ଥିଲେ ଯେମିତି
"ପ୍ରେମରେ ସହର ଓ ସହରରେ ପ୍ରେମ - ୧୫" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |