
ମତେ ରାତିରେ ଗାଡ଼ି ଧରି ବୁଲିବାକୁ ଭଲ ଲାଗେ । ପାଗ ଭଲ ଥିଲେ ଚାଲିଚାଲି ବୁଲିବାକୁ ମଧ୍ୟ । ତମର ମୁଁ ଡେରିରେ ଘରକୁ ଫେରିଲେ ଡର । ତମେ ଏଠି ନଥିଲେ ବି । ବିଶେଷତଃ ତମେ ଏଠି ନଥାଇ ସେଠି ଥିଲେ । ହେଲେ ଭୁବନେଶର ବାକି ସବୁ ସହର ଭଳି ରାତିରେ ହିଁ ଭଲ ଲାଗେ ।
ଆମେ ରାତିରେ ବୁଲି ବାହାରିଚେ । ଖାଇ
"ପ୍ରେମରେ ସହର ଓ ସହରରେ ପ୍ରେମ - ୧୪" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |