
ଆମେ ପ୍ରଥମ ଥର ପାଇଁ ପୁରୁଣା ଆସେମ୍ବ୍ଲି ପାଖରେ ଥିବା ସେକେଣ୍ଡ ହ୍ୟାଣ୍ଡ ବହି ଦୋକାନ ବୁଲି ଆସିଚେ । ଆଗରୁ ଅବଶ୍ୟ ଅନେକ ଥର ଆସିଚେ ଏଇ ଏରିଆକୁ । ହେଲେ ମାର୍କେଟ ବିଲ୍ଡ଼ିଙ୍ଗ୍କୁ । ଆଜି ଏହି ବହି ଦୋକାନଗୁଡ଼ିକୁ ପ୍ରଥମ ବାରି ।
ତମେ ଫିଜିକ୍ସ୍ ଟେକ୍ସ୍ଟବୁକ୍, ପିଲାଙ୍କ ବହି ଖେଳଉଚ । ମୁଁ ଓଡ଼ିଆ ଆଉ ଇଂରାଜୀ ଉପନ୍ୟାସ ଆଉ ନନ୍ଫିକ୍ସନ୍ ।
“ସାର୍,
"ପ୍ରେମରେ ସହର ଓ ସହରରେ ପ୍ରେମ - ୧୩" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |