
ମୁଁ ରୁଟି ବେଲୁଚି । ତୁମେ ସେକୁଚ ।
ତୁମେ କହୁଚ, “ଭଲ ବେଲୁଚ ତ”।
“ଥଟ୍ଟା କରୁଚ ?”
“ଆରେ ନା” ।
“ହଉ ତା’ହେଲେ । ତୁମେ ବେଲ, ମୁଁ ସେକୁଚି” ।
ତୁମେ ସିଙ୍କ୍ ଆଡ଼କୁ ଠିଆ ହେଇଚ । ମୁଁ କାନ୍ଥର ଥାକ ଆଡ଼କୁ ।
ଆମେ ଯାଗା ବଦଳ କଲାବେଳକୁ ମୁଁ
"ପ୍ରେମରେ ସହର ଓ ସହରରେ ପ୍ରେମ - ୧୨" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |