
ସେତେବେଳେ ଆମର ଏକାଦଶ ଶ୍ରେଣୀ । ମୁନୁର ଆଉ ମୋର ବସିଚୁ ତୃପ୍ତି ଢାବାରେ - ରସୁଲଗଡ଼ ଛକରୁ ଯେଉଁ ରାସ୍ତା ଗଡ଼ିଚି ଚକେଇସିଆଣି ଆଡ଼କୁ, ଠିକ୍ ପଶିଗଲାବେଳକୁ ରାସ୍ତା କଡ଼ରେ ବାଁ ପଟେ ।
ରାତି ଡେରି ନୁହେଁ । କିନ୍ତୁ ଆଜି ବୋଧେ ବାର ଠିକ୍ ନୁହଁ । ଶନିବାର ? ନାଁ । ମଙ୍ଗଳବାର ଆଜି । ସେଥିପାଇଁ ବୋଧହୁଏ ଭିଡ଼ ବେଶି ନାହିଁ । ମୁନୁ
"ପ୍ରେମରେ ସହର ଓ ସହରରେ ପ୍ରେମ - ୧୧" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |