
ଆମେ ଇନ୍ଫୋସିଟି ଆଗର ସେଇ ପୁରୁଣା କ୍ୟାଫେର ବାରଣ୍ଡାରେ ବସିଚୁ । ପୁରୁଣା ମୋ’ ପାଇଁ, ତା’ ପାଇଁ ନୁହଁ । ଆମେ ବୋଇଲେ ସେ ଆଉ ମୁଁ, ମୁଁ ଆଉ ସେ । ମୁଁ କହିଲେ ରାଜା, ରତିକାନ୍ତ ସାମନ୍ତରାୟ – ମୋତେ କେହି ରତି ବୋଲି ଡାକନ୍ତିନି; ରାଜା, ନହେଲେ ରତିକାନ୍ତ । ଆଉ ସେ ? ତା’ ନାଁ ମୁଁ ଜାଣିନି । ସେ ବି
"ପ୍ରେମରେ ସହର ଓ ସହରରେ ପ୍ରେମ – ୧୦" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |