ଓଡ଼ିଶାରେ ଭୂ - ଦାନ ଯଜ୍ଞ ପଦଯାତ୍ରା - ଏକ ଗାନ୍ଧିବାଦୀ ଅନୁଧାବନ ଅଥବା ଦାର୍ଶନିକ ବିନୋବା (୨)

ଜୀତେନ୍ଦ୍ରନାଥ ମହାନ୍ତି, ପୃଥିବୀର ଦର୍ଶନଶାସ୍ତ୍ର କ୍ଷେତ୍ରରେ ଏକ ସମ୍ମାନନୀୟ ନାମ । ଓଡିଶାରେ ଜନ୍ମିତ ଏବଂ ଜର୍ମାନୀରେ ଦର୍ଶନ ଅଧ୍ୟାପକ ଭାବରେ ଉଚ୍ଚ ସମ୍ମାନପ୍ରାପ୍ତ ପ୍ରଫେସର ମହାନ୍ତି ଗାନ୍ଧିବାଦୀ ଆନ୍ଦୋଳନ ସହିତ ପାରିବାରିକ ସୂତ୍ରରେ ଆବଦ୍ଧ । ତାଙ୍କ ସ୍ମୃତିରେ ବିନୋବା ।


ଫଟୋ - ୱିକିମିଡିଆ
ଦିନେ ବିନୋବା ମତେ ପଚାରିଥିଲେ - "ଗୋତ୍ରାଙ୍ଗନରେ (ଗଟିନୱେନର ସଂସ୍କୃତ ପ୍ରତିଶବ୍ଦ) ତୁମେ ଯେଉଁ ସବୁ ଦର୍ଶନ ବିଦ୍ୟା ଅଧ୍ୟୟନ କଲ ସେଇ ବିଷୟରେ କିଛି କହିପାରିବ ?" ତାପରେ ସେ କହିଥିଲେ - "ଗଟିନୱେନର ଏହି ପ୍ରତିଶବ୍ଦ ତୁମ ମାତୃଭାଷା ଓଡ଼ିଆକୁ ଅନୁବାଦ ପ୍ରକୃତରେ ଭଣ୍ଡାରକର କରିଛନ୍ତି ।" ଉତ୍ତରରେ ମୁଁ କହିଥିଲି, "ଏହି ବିଷୟରେ କିଛି କହିବା ଲାଗି ଚେଷ୍ଟା ମୁଁ ସଂସ୍କୃତ ଭାଷାରେ ହିଁ କରିପାରେ

To continue reading "ଓଡ଼ିଶାରେ ଭୂ - ଦାନ ଯଜ୍ଞ ପଦଯାତ୍ରା - ଏକ ଗାନ୍ଧିବାଦୀ ଅନୁଧାବନ ଅଥବା ଦାର୍ଶନିକ ବିନୋବା (୨)", login now.

This page has been protected for subscriber only.

Report an Error