ଫ୍ରାଞ୍ଜ କାଫକାଙ୍କ ଚାରୋଟି କ୍ଷୁଦ୍ରାତିକ୍ଷୁଦ୍ର ଗପ

ଫ୍ରାଞ୍ଜ କାଫକା, ପୃଥିବୀର ଆଧୁନିକ ଗଳ୍ପକଳାର ଅନ୍ୟତମ ଦିଗଦ୍ରଷ୍ଟା । କାଫକା କେବଳ ଲେଖକ ନୁହନ୍ତି, ସେ ଗତ ଶତାବ୍ଦୀର ସବୁଠୁ ସୁନ୍ଦର ଓ ମାର୍ମିକ କଥାଶିଳ୍ପୀ । ତାଙ୍କ ଛୋଟ ଛୋଟ ଗପର ଚାରୋଟି ଅନୁବାଦ କରିଛନ୍ତି ଶୈଳେନ୍ଦ୍ର ପଟ୍ଟନାୟକ ।


**ମହାମହିମ ସମ୍ରାଟଙ୍କଠାରୁ ବାର୍ତ୍ତା** ମହାମହିମ ସମ୍ରାଟ ତାଙ୍କର ଏକ ନିର୍ଦ୍ଧିଷ୍ଟ ବାର୍ତ୍ତା, ଏଭଳି ହୋଇପାରେ କାହାଣୀର ଚଳଣି ପ୍ରକାରେ, କରିଥାନ୍ତି ପ୍ରେରଣ ଖାସ ତୁମ ଉଦ୍ଦେଶ୍ୟରେ । ତୁମେ, ସମ୍ରାଟଙ୍କ ଅଧୀନସ୍ଥ ସମସ୍ତ ବାସିନ୍ଦାଙ୍କ ମଧ୍ୟରେ ହୁଏତ ସର୍ବ ନିକୃଷ୍ଟ; ତୁମେ, ସାମ୍ରାଜ୍ୟର ସୂର୍ଯ୍ୟତୁଲ୍ୟ ଆଲୋକର ବିକିରଣ ସମ୍ମୁଖରେ ନିଷ୍ପ୍ରଭ ନିଶ୍ଚିହ୍ନ ହୋଇ ହୋଇ ଯାଉଥିବା ଛାଇମାନଙ୍କ ମଧ୍ୟରେ ସବୁଠାରୁ ଦୂରନ୍ତ କ୍ଷୁଦ୍ରାତିକ୍ଷୁଦ୍ର ବିନ୍ଦୁଟିଏ, ତୁମ ଲାଗି, ଖାସ

To continue reading "ଫ୍ରାଞ୍ଜ କାଫକାଙ୍କ ଚାରୋଟି କ୍ଷୁଦ୍ରାତିକ୍ଷୁଦ୍ର ଗପ", login now.

This page has been protected for subscriber only.

Report an Error