ପ୍ରାଣୀତ୍ୱ ଜନିତ ଯନ୍ତ୍ରଣା

ଏ କବିତାର ମୂଳ ଉପାଦାନ ଯନ୍ତ୍ରଣା । ଯନ୍ତ୍ରଣାର ଏକ ଦାର୍ଶନିକ ପକ୍ଷ ଉନ୍ମୋଚନ କରିବାକୁ ଯାଇ ଏକ ବିଶାଳ ଦିଗନ୍ତକୁ କ୍ଷେପି ଯାଇଛନ୍ତି କବି ।


ଯେତେବେଳେ ପୁଣି ଥରେ ପୁଣି ଥରେ ହୋଇ ଆଶୀର୍ବାଦ ପ୍ଲାବିତ ହୋଇଛି ତା' ସମଗ୍ର ସତ୍ତାରେ ଏଥିଲାଗି ନିଜକୁ ସେ ଅଧିକାରୀ ମନେ କରିନାହିଁ କେବେ ଅନୁତପ୍ତ ସ୍ମୃତିଙ୍କର ବୋଝଙ୍କୁ ମୁଣ୍ଡରେ ଧରି ସେ ଯଦି ଏବେ ଏକ ନିଶ୍ଚଳ ପ୍ରତିବିମ୍ବ ମାତ୍ର ପ୍ରତ୍ୟେକଟି ମୁହୂର୍ତ୍ତ ଜର୍ଜରିତ ସମର୍ପଣର ଅନ୍ତିମ ଅତିଶୟ ଅସହାୟ

To continue reading "ପ୍ରାଣୀତ୍ୱ ଜନିତ ଯନ୍ତ୍ରଣା", login now.

This page has been protected for subscriber only.

Report an Error