ଶିବପଦ ସ୍ଵାଇଁଙ୍କ 'ଶୀତ ରାତି ଓ ଭାନୁଜୀ ରାଓ' ଏବଂ 'ଡର୍ଟି - ରିୟାଲିଜମ'

ଶିବପଦ ସ୍ୱାଇଁଙ୍କ ପ୍ରକାଶିତ ଗଳ୍ପ ସଂଖ୍ୟା ଅଧିକ ନୁହେଁ । କିନ୍ତୁ ବିଷୟବସ୍ତୁ ତଥା ଭାଷା ଓ ଶୈଳୀର ବ୍ୟବହାରରେ ଏକ ନୂତନ ଦିଗ ଉନ୍ମୋଚନ କରିବାରେ ତାଙ୍କର ସଫଳତା ଓଡ଼ିଆ ଗଳ୍ପ - ଶିଳ୍ପର ଧାରାରେ ଉଲ୍ଲେଖନୀୟ ।


ନିଜସ୍ୱ ଭାବଧାରା ଖୋଜି ପାଇବା ସହ ପୃଥିବୀ, ପ୍ରକୃତି ଓ ମଣିଷକୁ ଚିହ୍ନି ଜୀବନର ପରିପ୍ରକାଶ ଲାଗି ଭାଷାକୁ ମାଧ୍ୟମ କରି ଆଧାର ଓ ଶୈଳୀ ଖୋଜି ପାଇବା, କ୍ଵଚିତ ସାର୍ଥକତାର ରୂପ ପାଇଥାଏ । ଅନ୍ୟ ଏକ ଦୃଷ୍ଟିରୁ ସାମାନ୍ୟ ଗଭୀରତାର ସହ ଦେଖିଲେ ଏହା ଏପରି ଏକ ଜାଗତିକ ଓ ମାନବୀୟ ଆକାଂକ୍ଷା ଯାହା ଭୂଗୋଳ ଓ ଭାଷାଙ୍କର ଚୌହଦୀ ମଧ୍ୟରେ କଦାପି ଆବଦ୍ଧ ନୁହେଁ ।

To continue reading "ଶିବପଦ ସ୍ଵାଇଁଙ୍କ 'ଶୀତ ରାତି ଓ ଭାନୁଜୀ ରାଓ' ଏବଂ 'ଡର୍ଟି - ରିୟାଲିଜମ'", login now.

This page has been protected for subscriber only.

Report an Error