କାେଲରେଜଙ୍କ ଫୁଲ: ଜର୍ଜ ଲୁଇ ବୋରେସ

ସାହିତ୍ୟ କୃତି ଓ ସୃଜନଶୀଳତାର ଅଭ୍ୟନ୍ତରରେ ଯେଉଁ ଗୂଢ ରହସ୍ୟ ତାହାର ଉନ୍ମୋଚନ ଦିଗରେ ଜର୍ଜ ଲୁଇ ବୋରେସଙ୍କ ଏହି ପ୍ରସିଦ୍ଧ ପ୍ରବନ୍ଧ ।


ଫଟୋ - ୱିକିପିଡିଆ
୧୯୩୮ ବା ସେହି ପାଖାପାଖି, ପଲ ଭାଲେରି ଲେଖିଥିଲେ: "ସାହିତ୍ୟର ଇତିହାସ କେବେ ହେଁ ଲେଖକମାନଙ୍କ ଇତିହାସ ବା କାହାଣୀ ହେବା ଉଚିତ ନୁହେଁ, ସେମାନଙ୍କ ସାହିତ୍ୟିକ ଜୀବନର ପ୍ରଗତି କିମ୍ବା ରଚନା ଓ କୃତିମାନଙ୍କ ବର୍ଣ୍ଣନା ବି ନୁହେଁ, ବରଂ ସବୁ ସାହିତ୍ୟିକ କୃତିର ରଚନା ପଛରେ ରହିଥିବା ସେହି ଏକକ ଆତ୍ମାର କାହାଣୀ ବା ଇତିହାସ; ଏବଂ ଜଣେ ବି ଲେଖକଙ୍କ ନାମ ଉଲ୍ଲେଖ ନକରି ସାହିତ୍ୟର

To continue reading "କାେଲରେଜଙ୍କ ଫୁଲ: ଜର୍ଜ ଲୁଇ ବୋରେସ", login now.

This page has been protected for subscriber only.

Report an Error