ଚକୋଲେଟ

ସାରା ଜୀବନ ତୁମ ଆଉ ମୋ ଭିତରେ ସେଇ ସମ୍ପର୍କ ରହିଲା । ସମ୍ପର୍କ ଆଉ ବଦଳିଲା ନାହିଁ । ଅପା ଆଉ ଚକୋଲେଟ ପରି ।


ତୁମର ମୋର ସମ୍ପର୍କ ବହୁତ ଅଜବ । ମୁଁ ତୁମଠୁ ବୟସରେ ନିହାତି ଭାବରେ ଦୁଇରୁ ତିନି ବର୍ଷ ସାନ ମାତ୍ର ତୁମେ ମୋତେ ପ୍ରଥମ ଦେଖାରେ ଅପା ଡାକିଥିଲ । ମୁଁ ମନା ବି କରିପାରିଲିନି । ତୁମେ ଯେବେ ପ୍ରଥମ ଥର ପାଇଁ ଦେଖାହୋଇଥିଲା ସେଦିନ ମୋ ପାଇଁ ଚକୋଲେଟ ଆଣିଥିଲ । ମୁଁ ପଚାରିଥିଲି କାହିଁକି ଏ ଚକୋଲେଟ । ତୁମେ କହିଥିଲ ତୁମକୁ ବହୁତ

"ଚକୋଲେଟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ