ସ୍ମୃତିର ପରଦାରେ "ମଲାଜହ୍ନ"

ଉପେନ୍ଦ୍ରକିଶୋର ଦାସଙ୍କ ଏକମାତ୍ର ଉପନ୍ୟାସ ‘ମଲାଜହ୍ନ’ ଚଳଚ୍ଚିତ୍ର ରୂପେ ୧୯୬୫ରେ ମୁକ୍ତିଲାଭ କରିଥିଲା । ଓଡିଆ ସିନେମାରେ କଳାତ୍ମକ ବାସ୍ତବତାର ଏଇ ଛବିଟି ଆଜି ମଧ୍ୟ ଏକ ମାଇଲଖୁଣ୍ଟ ।


ଚିତ୍ର - ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ
ଔପନ୍ୟାସିକ ତଥା ଚିତ୍ରଶିଳ୍ପୀ ଉପେନ୍ଦ୍ରକିଶୋର ଦାସଙ୍କ ଏକମାତ୍ର ଉପନ୍ୟାସ ହେଉଛି ‘ମଲାଜହ୍ନ’ । ୧୯୨୨ ମସିହାରେ ଲେଖା ଯାଇଥିବା ଏହି ଉପନ୍ୟାସଟି ୧୯୬୫ ମସିହାରେ ପରଦାକୁ ଆସିଥିଲା । ଏହି ସିନେମା ଜରିଆରେ ଅଭିନେତ୍ରୀ ଝରଣା ଦାସ ଅଭିନୟ ଜଗତରେ ପାଦ ଥାପିଥିଲେ । ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ ମହାନ୍ତି (କାଶ୍ୟପ), ମଣିବାଳା, ଭୀମ ସିଂ, ପୂର୍ଣ୍ଣ ସିଂ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ

"ସ୍ମୃତିର ପରଦାରେ "ମଲାଜହ୍ନ"" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ