ସୁନ୍ଦରତାର ଅନ୍ୟନାମ: ବଲିଉଡର ବ୍ୟୁଟି କୁଇନ୍ ସାଇରା ବାନୁ

ସାଇରା ତାଙ୍କ ସମୟରେ ସେତେବେଳର ସୁପରହିଟ ଅଭିନେତାମାନଙ୍କ ସହ ଅଭିନୟ କରି ଚର୍ଚ୍ଚାରେ ଥିଲେ । ତେବେ ସବୁଠୁ ରୋଚକ ଥିଲା ତାଙ୍କ ପ୍ରେମକାହାଣୀ ।


ଫଟୋ: ୟୁଟ୍ୟୁବ
‘ଜଙ୍ଗଲୀ’ ଫିଲ୍ମର କାଶ୍ମୀର କନ୍ୟା ରାଜକୁମାରୀକୁ ଯିଏ ଦେଖିଥିବ, ସିଏ ନିଶ୍ଚିତ ଭାବରେ ତାଙ୍କ ସୌନ୍ଦର୍ଯ୍ୟ ପ୍ରେମରେ ପଡିଥିବ । * ଯା ଯା ମେରେ ବଚପନ କହିଁ ଯା … * ଗୀତରେ କାଶ୍ମୀରର ବରଫ ପାହାଡ଼ ଭିତରେ ୧୬ବର୍ଷୀୟା ସାଇରାଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟ ଦର୍ଶକଙ୍କ ହ୍ରୁଦସ୍ପନ୍ଦନକୁ ସତେଯେମିତି ବହୁଗୁଣିତ କରିଦେଇଥିଲା । ଏହାଥିଲା ବ୍ୟୁଟି କୁଇନ ସାଇରାଙ୍କ ପ୍ରଥମ ଫିଲ୍ମ । ଫିଲ୍ମଟି ସୁପରହିଟ

"ସୁନ୍ଦରତାର ଅନ୍ୟନାମ: ବଲିଉଡର ବ୍ୟୁଟି କୁଇନ୍ ସାଇରା ବାନୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ