
ଆମ ସମୟର ଚର୍ଚ୍ଚିତ କବି, ଗାଳ୍ପିକା ତଥା ଔପନ୍ୟାସିକା ବସନ୍ତ କୁମାରୀ ପଟ୍ଟନାୟକ । ୧୯୨୩, ଡିସେମ୍ବର ୧୫ ତାରିଖରେ ଗଂଜାମ ଜିଲ୍ଲାର ଭଞ୍ଜନଗରଠାରେ ଜନ୍ମଗ୍ରହଣ କରିଥିବା ବସନ୍ତ କୁମାରୀଙ୍କ ଜୀବନର ଅଧିକାଂଶ ସମୟ କଟକରେ କଟିଛି । କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତୋକୋତ୍ତର ଲାଭ କରିଥିବା ବସନ୍ତ କୁମାରୀ ଓଡ଼ିଆ ସାହିତ୍ୟ ପ୍ରତି ବିଶେଷ ରୁଚି ରଖିଥିଲେ । ତାଙ୍କ ଲେଖାଗୁଡିକରେ ବିଂଶ ଶତାବ୍ଦୀ ଓଡି଼ଶାର
"ବସନ୍ତ କୁମାରୀ ଦେବୀ ଓ "ଅମଡା ବାଟ"" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |