କଫି

ଆଜି ଏକୁଟିଆ କଫି ପିଉ ପିଉ ନିଜ ଓ଼ଠକୁ ଦେଖି ଈର୍ଷା ଲାଗିଲା


କଫି କପରେ ମୁହଁ ଦେଉ ଦେଉ ତୁମ ମୁହଁଟା ମୋ ଆଖି ସାମ୍ନାରେ ନାଚିଗଲା । ଗତ ସପ୍ତାହରେ ତୁମେ ଆଉ ମୁଁ ମିଶି କଫି ପିଉଥିବାର କଥା ମନେ ପଡିଗଲା । ସେଦିନ କଫି ପିଇଲାବେଳେ ତୁମେ ଖାଲି ମୋ ଓ଼ଠକୁ ଦେଖି କହୁଥିଲ - ମୁଁ କଫି ମଗ ହୋଇଥାନ୍ତି କି, ଏବେ ତୁମ ଓ଼ଠ ପାଖରେ ଥାଆନ୍ତି । ଏଇ କଥା

"କଫି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ