ଉପହାର ……

ପ୍ରେମରେ ପଡିଲା ପରେ / ତମେ ହିଁ ମୋ ପାଇଁ ଶ୍ରେଷ୍ଠ ଉପହାର....


ତମେ ଆସିଲା ପରେ ଋତୁ ବଦଳିଛି ବର୍ଷା ଖରା ହେଉ କି ଶୀତ ମୁଁ କେବଳ ପ୍ରେମରେ ଭିଜିଛି ଏତେ ସବୁ ହେବା ଜୀବନ ପାଇଁ ଉପହାର ନୁହେଁ ତ ଆଉ କଣ ପ୍ରେମ କରିବା ଆଉ ପ୍ରେମ ପାଇବା ସବୁ ଯଦି ଏକସଙ୍ଗେ ମିଳି ଯାଏ ତେବେ ଜୀବନ ତା କେବଳ ଏକ ଉପହାର ମାତ୍ର

"ଉପହାର ……" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ