ପିଲାବେଳ
ଏକ ମିଠା ଅତୀତ
ସେତେବେଳର ଅଳି ଅଝଟ
ଟିକେ ଟିକେ ଜିନିଷ ପାଇଁ ଜିଦ୍ଦି
ବଡ଼ ହେଲେ ସାରା ଆକାଶକୁ
ନିଜର କରିନେବାର ନିଆରା ସ୍ବପ୍ନ ସବୁ
ଏବେ ବି କଳ୍ପନାତୀତ…
ପିଲାବେଳ
ଏକ ବିଭୋର ବେଳା
ଯେଉଁଠି କି ଦିନ କି ରାତି
"ପିଲାବେଳ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |