କୋହ

ଅନ୍ୟମନସ୍କତା ଭିତରେ ଗୋଟିଏ ନୀରବତା ....ଆଉ ନୀରବତା ଭିତରେ ଶୁନ୍ୟତା....ଯାହା କେବଳ ଭୋଗୁଥିବା ଆମେ ଦୁହେଁ...


ଶେଷରେ.. ତମେ ଲୁହ ହୋଇ ବୋହି ଯିବ ମୋ ଆଖିରେ ଥିବ ପୁଳା ପୁଳା ସ୍ମୃତି ବଦଳି ଯାଇଥିବ ପରିସ୍ଥିତି ମୁଁ ଥିବି ତମେ ବି ଥିବ କିନ୍ତୁ ଆଗଭଳି ଆଉ କିଛି ନ ଥିବ ଏ ଦୁନିଆ ଚାଲିଥିବ ବେପରବାୟ ଆଗଭଳି ଆଉ ଆମ ସମୟ ଅଟକି ଯାଇଥିବ ଅନେକ କିନ୍ତୁ ନିକଟରେ... ଆଖିରେ ଲୁହ

"କୋହ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ