ମୋ ପିଲାଦିନ....

ପିଲାଦିନର ସୁନ୍ଦର ସ୍ମୃତିରେ ....


ପିଲାଦିନ ମୋ ଭାରି ସୁନ୍ଦର ସ୍ମୃତିରେ ଅଛି ଭରି ପଞ୍ଚ ବରଷ ଧୂଳିଖେଳରେ ସାଙ୍ଗ ସାଥିଙ୍କୁ ଧରି ।। ବାଲିରେ ଘର ତା ଦେହେ ଦିଅଁ ପୂଜା ହୁଅନ୍ତି କେତେ ଠାକୁର ଘରୁ କଦଳୀ ଚୋରି କାନମୋଡା ବି ସାଥେ ।। କାଗଜ ଠୋଲା ରାସନ କିଣା ଦୋକାନ ସଜା ହେଇ ଖପରା ଆଣି ପଇସା କରି

To continue reading "ମୋ ପିଲାଦିନ....", login now.

This page has been protected for subscriber only.

Report an Error