ପଲ୍ ଗଗାଁ - ୪

୧୯୪୨ରେ ଔପନ୍ୟାସିକ ସମରସେଟ୍ ମମ୍ ଙ୍କ ଉପନ୍ୟାସ ‘ଦ ମୁନ୍ ଏଣ୍ଡ ସିକ୍ସ ପେନ୍ସ୍’ କୁ ଆଧାର କରି ଆଲ୍ ବେୟାର୍ ଲ୍ୟୁଏନ୍ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ସେଥିରେ ଗଗାଁଙ୍କ ଚରିତ୍ରକୁ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି ।


ଫଟୋ - ୱିକିମିଡିଆ କମନ୍ସ
୧୮୯୩ରେ ଗଗାଁ ପୁଣି ଥରେ ପ୍ରେମରେ ପଡିଲେ । ଜଣେ ଗ୍ୟାଲେରୀ ମାଲିକ ଗଗାଁଙ୍କୁ ଆନ୍ନା ନାମକ ଏକ ୧୩ ବର୍ଷୀୟା ବାଳିକା ସହ ଚିହ୍ନା କରେଇ ଦେଇଥିଲେ । ପରିଚୟ ହେଉ ହେଉ ଗଗାଁ ତା’ ସାଙ୍ଗରେ ପ୍ରେମରେ ମାତିଗଲେ । ତା’ପରେ ପ୍ରେମ ମସଗୁଲ୍ ଗଗାଁ ତାଙ୍କର ବାଳିକା ପ୍ରେମିକାକୁ ଧରି ସମୁଦ୍ର କୂଳିଆ ଏକ ସୁନ୍ଦର ଘରକୁ ଉଠିଗଲେ । ଗଗାଁ ତାଙ୍କର ନୂଆ ଘରକୁ

"ପଲ୍ ଗଗାଁ - ୪" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ